ହୁ ହୁ ହୋଇ ବଢୁଛି ପେଟ୍ରୋଲ-ଡିଜେଲ ଦର : ସାଧାରଣ ଜନତାଙ୍କ ମଧ୍ୟରେ ହାହାକାର

ମାଲକାନଗିରି: ପେଟ୍ରୋଲ ଓ ଡିଜେଲ ଦର ଏବେ ହୁ ହୁ ହୋଇ ବଢି ଚାଲିଛି। ଆଜି ପୁଣି ପେଟ୍ରୋଲ ଦର ୮୦ ପଇସା ବଢିଥିବା ବେଳେ ଡିଜେଲ ଦର ୮୫ ପଇସା ବଢିଛି। ମାଲକାନଗିରିରେ ଏବେ ପେଟ୍ରୋଲ ଲିଟର ପିଛା ୧୧୫.୦୪ ଟଂକା ରହିଥିବା ବେଳେ ଡିଜେଲ ଦର ୧୦୪.୬୩ ଟଙ୍କାରେ ପହଞ୍ଚିଛି। ତେଲ ଦର ବଢୁଥିବାରୁ ସାଧାରଣ ଲୋକଙ୍କ ପକେଟକୁ ବାଧୁଥିବା ଜଣାପଡିଛି।ଏହା ସହ ତାଳଦେଇ ଅତ୍ୟାବଶକୀୟ ଜିନିଷର … Continue reading ହୁ ହୁ ହୋଇ ବଢୁଛି ପେଟ୍ରୋଲ-ଡିଜେଲ ଦର : ସାଧାରଣ ଜନତାଙ୍କ ମଧ୍ୟରେ ହାହାକାର